ଜାତୀଶ୍ୱର Jātīṡwara

  • ସଂ. ବି. ( 6 ଷ୍ଠୀ ତତ୍; ଜାତି+ଈଶ୍ୱର) — ଜାତି ଶ୍ରେଷ୍ଠ ବ୍ଯକ୍ତି — A man of high caste
  • ସଂ. ବି. ( 6 ଷ୍ଠୀ ତତ୍; ଜାତି+ଈଶ୍ୱର) — ଜାତିର ପ୍ରଭୁ ବା ମୁଖବ୍ଯକ୍ତି — The headman of a particular caste
  • ସଂ. ବି. ( 6 ଷ୍ଠୀ ତତ୍; ଜାତି+ଈଶ୍ୱର) — ବ୍ରାହ୍ମଣ — A Brāhmaṇa