ଜାତିହୀନ Jāti-hīna

  • ସଂ. ବିଣ. ( 3 ୟା ତତ୍; ଜାତି+ ହୀନ) — ଜାତିଚ୍ୟୁତ; ସମାଜଭ୍ରଷ୍ଟ — Excommunicated
  • ସଂ. ବିଣ. ( 3 ୟା ତତ୍; ଜାତି+ ହୀନ) — ଛୋଟ ଜାତିର — Of low caste