ଜାତିସ୍ୱଭାବ Jātiswabhāba
- ସଂ. ବି. ( 6 ଷ୍ଠୀ ତତ୍; ଜାତି+ ସ୍ୱଭାବ) — ଜାତିଧର୍ମ; ଏକଜାତୀୟ ଜୀବମାନଙ୍କ ପ୍ରକୃତିର ବିଶିଷ୍ଟତା — Recial character; the characteristic of a species
- ସଂ. ବି. ( 6 ଷ୍ଠୀ ତତ୍; ଜାତି+ ସ୍ୱଭାବ) — ଆକୃତି ଓ ଗୁଣବର୍ଣ୍ଣନାତ୍ମକ ଅଳଙ୍କାରବିଶେଷ (ହି. ଶବ୍ଦସାଗର) — A figure of speech in Rhetoric