ଜାତିସ୍ମର Jāti-smara

  • ସଂ. ବିଣ. ପୁଂ. (ଜାତି= ପୂର୍ବଜନ୍ମ+ ସ୍କୃ ଧାତୁ+ କର୍ତ୍ତୃ. ଅ) — ଯାହାର ପୂର୍ବଜନ୍ମ ସ୍ମରଣ ଥାଏ; ପୂର୍ବଜନ୍ମରେ କେଉଁଠାରେ କେଉଁ ଜାତିରେ ଜନ୍ମଗ୍ରହଣ କରିଥିଲା ଏହା ଯେ ସ୍ମରଣ ରଖିଥାଏ — Remembering the particulars of one's previous birth
  • ସଂ. ବିଣ. ପୁଂ. (ଜାତି= ପୂର୍ବଜନ୍ମ+ ସ୍କୃ ଧାତୁ+ କର୍ତ୍ତୃ. ଅ) — ପୂର୍ବ କଳ୍ପର ଏ ବିଚାର, କିରୂପେ ହେଲ ଜାତିସ୍ମର। ଜଗନ୍ନାଥ, ଭାଗବତ।
  • ସଂ. ବି. — ତୀର୍ଥବିଶେଷ — Name of a place of pilgrimage