ଜାତିରେ ଚଳିବା Jatire chaḻibā

  • ଦେ. କ୍ରି — ଜାତିରେ ମିଶିବା; (ନବାଗତ ବା ପତିତ ବ୍ଯକ୍ତି) ନିର୍ଦ୍ଦିଷ୍ଟ ସମାଜରେ ଗୃହୀତ ହେବା — To be admitted into the folds of a particular society or caste