ଜାତିଧର୍ମ Jāti-dharma
- ସଂ. ବି. (ମ. ପ. ଲୋ; ଜାତି+ ଧର୍ମ) — ଜାତିଗତ; ଧର୍ମ; ଭିନ୍ନ ଭିନ୍ନ ଜାତିର ଆଚରଣୀୟ ବ୍ଯବସାୟ; ଜାତିଗତ ପେଷା — The duties of a member of a particular caste or society
- ସଂ. ବି. (ମ. ପ. ଲୋ; ଜାତି+ ଧର୍ମ) — ( 6 ଷ୍ଠୀ ତତ୍) ବିଭିନ୍ନ ଶ୍ରେଣୀର ଜୀବର କ୍ରିୟା ବା ଗୁଣ — (6ଷ୍ଠୀ ତତ୍) ବିଭିନ୍ନ ଶ୍ରେଣୀର ଜୀବର କ୍ରିୟା ବା ଗୁଣ— . The generic property or attribute of a particular class of beings
- ସଂ. ବି. (ମ. ପ. ଲୋ; ଜାତି+ ଧର୍ମ) — (ଦ୍ୱନ୍ଦ) ଜାତି ଓ ଧର୍ମ — One's caste and religion