ଜାତିଚ୍ୟୁତ Jāti-chyuta

  • ସଂ. ବିଣ. ( 5 ମୀ ତତ୍; ଜାତି+ଚ୍ୟୁତ) — ଜାତି ହରାଇଥିବା; ଅକ୍ରିୟା ଆଦି ଦ୍ୱାରା ସମାଜରୁ ପତିତ; ସମାଜରୁ ବହିଷ୍କୃତ; ଜାତିଭ୍ରଷ୍ଟ — Deprived of the privileges of one's caste or society; having fallen from or lost one's caste; excommunicated