ଜାତି ହେବା Jāti hebā

  • ଦେ. କ୍ରି — ପ୍ରାୟଶ୍ଚିତ୍ତ ବା ଦଣ୍ଡଭୋଗ ପରେ (ପତିତବ୍ଯକ୍ତି) ପୁନର୍ବାର ଆପଣା ସମାଜରେ ପ୍ରବେଶ କରିବା — To be admitted to one's caste or society after performing prescribed expiation or undergoing the prescribed punishment