ଜାତାଶୌଚ Jātāṡa̲u̲cha

  • ସଂ. ବି. (ମ. ପ. ଲୋ; ଜାତ= ଜନ୍ମ+ ଅଶୌଚ) — ଶିଶୁ ଜନ୍ମ ହେଲେ କୁଟୁମ୍ବମାନଙ୍କୁ ଲାଗିବା ଅଶୌଚ; ଛୁତିକିଆ; ସୂତକାଶୌଚ — Uncleanness affecting the kinsmen on the birth of a child (extending over a period of 10 days)