ଜାତରୂପ Jāta-rūpa
- ସଂ. ବି. (ବହୁବ୍ରୀହି; ଜାତ=ଉତ୍ପନ୍ନ+ ରୂପ=ଆକୃତି ଯାହାର) — ସ୍ୱର୍ଣ୍ଣ; ସୁନା — Gold
- ସଂ. ବି. (ବହୁବ୍ରୀହି; ଜାତ=ଉତ୍ପନ୍ନ+ ରୂପ=ଆକୃତି ଯାହାର) — ବିରୁପାକ୍ଷ ଅରି ଜାତରୂପ ଫରି କଳଙ୍କି ଆସିଲା ପରା। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. (ବହୁବ୍ରୀହି; ଜାତ=ଉତ୍ପନ୍ନ+ ରୂପ=ଆକୃତି ଯାହାର) — ସୁନ୍ଦର — Beautiful
- ସଂ. ବି. (ବହୁବ୍ରୀହି; ଜାତ=ଉତ୍ପନ୍ନ+ ରୂପ=ଆକୃତି ଯାହାର) — ଗୃହୀତରୂପ; ଯେ ମୂର୍ତ୍ତି ଧାରଣ କରିଅଛି — Embodied; corporeal