ଜାତବ୍ୟବହାର Jāta-byabahāra

  • ସଂ. ବିଣ. ପୁଂ. (ବହୁବ୍ରୀହି; ଜାତ=ପ୍ରାପ୍ତ+ ବ୍ଯବହାର) — (ହିନ୍ଦୁ ସ୍ମୃତି) ବୟଃପ୍ରାପ୍ତ; ସାବାଳକ; ପ୍ରାପ୍ତ— ବୟସ୍କ — (Hindu law) One who has attained his majority