ଜାତକ ଦେଖିବା Jātaka dekhibā

  • ଦେ. କ୍ରି — ଫଳିତ ଜ୍ୟୋତିଷ ଶାସ୍ତ୍ରାନୁସାରେ ଗଣନା କରି ମନୁଷ୍ୟଜୀବନର ଶୁଭାଶୁଭ ନିର୍ଦ୍ଦେଶ କରଣାର୍ଥ ଉକ୍ତ ବ୍ଯକ୍ତିର ଜନ୍ମ— କୋଷ୍ଠୀ ପରୀକ୍ଷା କରିବା — To examine a person's horoscope