ଜାଣୁମଣି Jāṇu-maṇi

  • ଦେ. ବି — ବିବେକିତା — Conscientionusness
  • ବିଣ, ସ୍ତ୍ରୀ ଓ ଫୁ — ଚତୁର — Clever
  • ବିଣ, ସ୍ତ୍ରୀ ଓ ଫୁ — ଭଲା ଜାଣୁମଣି ଯୁବତୀ ରତନ ପକ୍ୱଚୂତ ଦେଇ ମୋକର। ଭଞ୍ଜ, ପ୍ରେମସୁଧାନିଧି।
  • ବିଣ, ସ୍ତ୍ରୀ ଓ ଫୁ — ବିବେକୀ; ବିଜ୍ଞଶ୍ରେଷ୍ଠ — Very wise