ଜାଣିଶୁଣି Jāṇi-ṡuṇi

  • ଦେ. କ୍ରି. ବିଣ — ଉତ୍ତମରୂପେ ଅବଗତ ହୋଇ; ବୁଝିସୁଝି — Knowing full well; with eyes wide open; intimately
  • ଦେ. କ୍ରି. ବିଣ — ଧିକ ଧିକ! ଆହା ଜାଣିଶୁଣି ନରେ; ଶାଶ୍ୱତକୁ ଛାଡ଼ି ଆସକ୍ତ ନଶ୍ୱରେ। ରାଧାନାଥ, ଦରବାର।