ଜାଣିବାବନ୍ତ Jāṇibā-banta

  • ଦେ. ବିଣ (ପଦ୍ଯ) — ବିଜ୍ଞ; ଅଭିଜ୍ଞ; — Wise; experienced
  • ଦେ. ବିଣ (ପଦ୍ଯ) — ବ୍ରାହ୍ମଣଙ୍କର ଧନ ଆଣିବାକୁ ମନ ନ କରିବ ଜାଣିବାବନ୍ତ ହେଲେ ଜନ। କୃଷ୍ଣସିଂହ, ମହାଭାରତ, ଶାନ୍ତି।