ଜାଣିବାପଣ Jāṇibā-paṇa

  • ଦେ. ବି — ବୁଝିବା ଶକ୍ତି; ଅଭିଜ୍ଞତା; ଜ୍ଞାନୀପଣ; ବିଜ୍ଞତା — Wisdom; prudence
  • ଦେ. ବି — ପାଣ୍ଡବମାନଙ୍କ ଜାଣିବାପଣ ଯେତେ ଜଣାପଡ଼ିଗଲା ପରା ମଣୁଛି ମୁହିଁ ଚିତ୍ତେ। କୃଷ୍ଣସିଂହ, ମହାଭାରତ, ସଭା।