ଜାଜୁଲ୍ମାନ୍ Jājul-mān

  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ଜାଜ୍ଜ୍ୱଲ୍ୟମାନ) — ଜାଜ୍ଜ୍ୱଲ୍ୟମାନ (ଦେଖ) — Jājjwalyamāna (See)
  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ଜାଜ୍ଜ୍ୱଲ୍ୟମାନ) — ଅଗ୍ନିଶର୍ମା; କ୍ରୋଧରେ ପ୍ରଜ୍ୱଳିତ — Burning with rage