ଜାଗୁଳାଈ Jāguḻāī

  • ଦେ. ବି. ସ୍ତ୍ରୀ. (ସଂ. ଜାଗ୍ରଦ ଗୌରୀ) — ଗ୍ରାମଦେବୀ ବା ଯୋଗିନୀବିଶେଷ — Name of a village-Goddess
  • ଦେ. ବି. ସ୍ତ୍ରୀ. (ସଂ. ଜାଗ୍ରଦ ଗୌରୀ) — ଶ୍ରାବଣମାସ କୃଷ୍ଣପଞ୍ଚମୀ ରାତ୍ରୀରେ ଗ୍ରାମର ଦ୍ୱାରେ ଦ୍ୱାରେ ପିଠାଭୋଗ ପାଇବା ଦେବୀବିଶେଷ — A village-Goddess worshipped by the offering of cakes at every door of the village on the night of the 5th day of the bright fortnight of Srābaṇa
  • ଦେ. ବି. ସ୍ତ୍ରୀ. (ସଂ. ଜାଗ୍ରଦ ଗୌରୀ) — ଜାଗୁଳାଈ। ମା ପାଗୁଳାଈ। ସବୁଦିଅଁଙ୍କର ମାଆ ବିରିଚକୁଳି ଖାଇବୁ ଯେବେ ମୋ ଦୁଆରକୁ ଆ। ଜାଗୁରାଈ ପଞ୍ଚମୀ, ଶିଶୁଗୀତ।