ଜାଗୁଳାଈ ପଞ୍ଚମୀ Jāguḻāī pan̄chamī

  • ଦେ. ବି. (ସଂ. ଜାଗ୍ରଦ୍ଗୌରୀ ପଞ୍ଚମୀ) — ଜାଗ୍ରଦ୍ଗୌରୀ ପଞ୍ଚମୀ ଶ୍ରାବଣ ଶୁକ୍ଳ— ପଞ୍ଚମୀ — The 5th day of the bright fortnight of Srābaṇa
  • ଦେ. ବି. (ସଂ. ଜାଗ୍ରଦ୍ଗୌରୀ ପଞ୍ଚମୀ) — [ଦ୍ର—ଏ ଦିନ ରାତିରେ ଗ୍ରାମର ଭଣ୍ଡାରି ଗୋଟିଏ ମାଟିର ଜାଗୁଆଳି ମୂର୍ତ୍ତି ନିର୍ମାଣ କରି ଗ୍ରାମର ଦ୍ୱାରେ ଦ୍ୱାରେ ନେଇ ବୁଲାଏ ଓ ଗୃହସ୍ଥମାନଙ୍କୁ ଦ୍ୱାରରେ ଉକ୍ତ ଠାକୁରାଣୀଙ୍କୁ ଚକୁଳି ପୂଜା ଦିଆଯିବା ପରେ ଉକ୍ତ ପ୍ରତିମାକୁ ନେଇ ପାଣିରେ ପକାଇ ଦିଏ।]