ଜାଗର୍ଯ୍ୟା Jāgarj̄yā

  • ସଂ. ବି. (ଜାଗୁ ଧାତୁ+ଭାବ. ଯ+ଆ) — ନିଦ୍ରାରୁ ଉଠିବା; ନିଦ୍ରାଭଙ୍ଗ — Waking up from sleep
  • ସଂ. ବି. (ଜାଗୁ ଧାତୁ+ଭାବ. ଯ+ଆ) — ବିନିଦ୍ରତା — Wakefulness
  • ସଂ. ବି. (ଜାଗୁ ଧାତୁ+ଭାବ. ଯ+ଆ) — ସାବଧାନତା — Watchfulness; vigilance