ଜାକିଧରିବା Jāki-dharibā

  • ଦେ. କ୍ରି. — ଦୃଢ଼ଭାବରେ କୁଣ୍ଢାଇ ଧରିବା — To embrace closely; to hold tightly
  • ଦେ. କ୍ରି. — ଚକିତ ଶିଶୁକୁ ତ୍ରସ୍ତେ ଧରିଲାକ ଜାକି, ଆକଟେ ତା ମାତା କ୍ରୋଡ଼େ ସ୍ତନଦାନେ ରତା। ରାଧାନାଥ, ମହାଯାତ୍ରା।