ଜାକି ହେବା Jāki hebā

  • ଦେ. କ୍ରି — (କୁର୍ତ୍ତା ଆଦି) ଦେହକୁ କସାକସ୍ ହେବା; କସ୍ ହେବା — To sit tight on the body (said of a dress.)
  • ଦେ. କ୍ରି — ବହୁ ଲୋକ ଏକ ସ୍ଥାନରେ ଠେଁସାଠେଁସି ହୋଇ ରହିବା — To press against one another painfully; to huddle; to be huddled together