ଜାକି ରଖିବା Jāki rakhibā
- ଦେ. କ୍ରି — ଦୁଢ଼ରୂପେ ଧରି ରଖିବା; ଛାଡ଼ି ନ ଦେବା — To hold on a thing very tightly
- ଦେ. କ୍ରି — ହଜାର ହଜାର ଯାର ପ୍ରଣୟବତୀ ବଜାର ତହୁଁ କେହି ରଖିଥିବ ଜାକି—କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି — ଲୋଭପରବଶ ହୋଇ ଧନ ପ୍ରଭୃତି ସଞ୍ଚୟ କରିବା — To avariciously save money and other things
- ଦେ. କ୍ରି — ଲୁବ୍ଧଲୋକ ଧନକୁ ଜାକି ରଖିଥାନ୍ତି ଅନାୟତ୍ତେ ଅପାତ୍ର ଲୋକରେ ଦିଅନ୍ତି—କୃଷ୍ଣସିଂହ, ମହାଭାରତ, ଶାନ୍ତି।