ଜହ୍ନୁ କନ୍ୟା Jahnu-kanyā

  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଜହ୍ନୁ+କନ୍ଯା) — ଗଙ୍ଗାନଦୀ — The Ganges
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଜହ୍ନୁ+କନ୍ଯା) — [ଦ୍ର—ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ଭଗୀରଥ ଗଙ୍ଗାକୁ ଆଣୁଥିବା ସମୟରେ ଗଙ୍ଗା— ପ୍ରବାହରେ ତପୋବନ ପ୍ଳାବିତ ହେବାର ଦେଖି ରାଜର୍ଷି ଜହ୍ନୁ ଗଙ୍ଗାକୁ ପିଇ ଦେଲେ। ପରେ ଭଗୀରଥ ଜହ୍ନୁ ଋଷିଙ୍କୁ ସ୍ତବରେ ତୁଷ୍ଟ କରିବାରୁ ମୁନି ଆପଣାର ଜାନୁଦେଶ ବିଦାରଣ କରି ଗଙ୍ଗାକୁ ବାହାର କରି ଛାଡ଼ି ଦେଲେ। ସେହି କାରଣରୁ ଗଙ୍ଗାକୁ ଜହ୍ନୁ ମୁନିଙ୍କ କନ୍ଯା (ଜାହ୍ନବୀ) ବୋଲି ବୋଲାଯାଏ।]