ଜହ୍ନିପୋକ Jahni-poka

  • ପ୍ରାଦେ. (କଟକ) ବି. (ଏମାନଙ୍କ ଦେହରୁ ବାହାରିବା ଜ୍ୟୋତିଃ ଜହ୍ନି ଫୁଲ ପରି ସ୍ନିଗ୍ଧ ଓ ଶୁଭ୍ର ଥିବାରୁ ତୁଳ. ବଂ. ଜୋନାକି ପୋକ) — ଜୁଳୁଜୁଳିଆ ପୋକ — Glow-worm
  • ପ୍ରାଦେ. (କଟକ) ବି. (ଏମାନଙ୍କ ଦେହରୁ ବାହାରିବା ଜ୍ୟୋତିଃ ଜହ୍ନି ଫୁଲ ପରି ସ୍ନିଗ୍ଧ ଓ ଶୁଭ୍ର ଥିବାରୁ ତୁଳ. ବଂ. ଜୋନାକି ପୋକ) — ଜହ୍ନି ଗଛରେ ଲାଗି ନଷ୍ଟକରିବା ଏକପ୍ରକାର ପୋକ — A kind of insect attacking the 'jahni' creeper