ଜହ୍ନି ଫୁଲ ଗୀତ Jahni-phula gīta
- ଦେ. ବି — ଜହ୍ନିଫୁଲ ଓଷା କରିଥିବା ବାଳିକାମାନଙ୍କର ଗୀତ — The songs sung by girls observing the jahni-oshā vow
- ଦେ. ବି — ଭୋଦୁଅମାସର ଜହ୍ନିଫୁଲ ଗୀତ ଖୁଦୁ-କୁଣୀ-ଓଷା-ମେଳ। ନନ୍ଦକିଶୋର, ନିର୍ଝରିଣୀ
- ଦେ. ବି — [ଦ୍ର—ବାଳିମାନେ ନିମ୍ନଲିଖିତ ଗୀତ ଗାଇ ଜହ୍ନିଫୁଲ ଚାଳକୁ ପକାନ୍ତି, ଯଥା—ଜହ୍ନି ଜହ୍ନି ଆଞ୍ଜୁଳି, ନିତିପଡ଼େ ତିନି ଆଞ୍ଜୁଳି, ଦୋଳିରେ ଯାଏ, ଦୋଳିରେ ଆସେ, ଚେକା ପିଢ଼ା ଖଣ୍ଡେ ମାଡ଼ି ବସେ, ମୋ ବୋହୁ ମୋ କୋଡ଼ରେ ବସେ, ନାତୁଣୀବୋହୁ ଭାତ ପରଶେ—ଇତ୍ୟାଦି।]