ଜହ୍ନମାମୁ Jahna-māmu

  • ଦେ. କ୍ରି (ଶିଶୁରଞ୍ଜନ ଭାଷା) — ଚନ୍ଦ୍ର — The moon (personified as the maternal uncle of infants)
  • ଦେ. କ୍ରି (ଶିଶୁରଞ୍ଜନ ଭାଷା) — [ଦ୍ର—ଶିଶୁମାନଙ୍କୁ ମାତାମାନେ ଚନ୍ଦ୍ର ଦେଖାଇବା ସମୟରେ ଚନ୍ଦ୍ରଙ୍କୁ 'ଜହ୍ନମାମୁ' ବୋଲି କହି ଥାଆନ୍ତି; ଅତଏବ ଜହ୍ନ ସବୁ ଶିଶୁଙ୍କର ମାମୁ ଅଟନ୍ତି। ଏହାର କାରଣ 'ଲକ୍ଷ୍ମୀ' ସମସ୍ତଙ୍କର 'ମାଆ'। ଲକ୍ଷ୍ମୀ ଓ ଚନ୍ଦ୍ର ସମୁଦ୍ରରୁ ଜାତ। ଚନ୍ଦ୍ର ଲକ୍ଷ୍ମୀଙ୍କ ଭାଇ ଓ ସମସ୍ତଙ୍କର ମାମୁ। ଶିଶୁଗୀତମାନଙ୍କରେ 'ଜହ୍ନମାମୁ'କୁ ଅବଲମ୍ବନ କରି ଅନେକ ପଦ୍ଯ ରଚିତ ହୋଇଅଛି। କୌଣସି ବ୍ଯକ୍ତି ପିତା, ପୁତ୍ରାଦି ସମସ୍ତଙ୍କ ସଙ୍ଗେ ବନ୍ଧୁତା ଦେଖାଇବାକୁ ଗଲେ ଲୋକେ କହନ୍ତି 'ଅମୁକ ଲୋକ ସେ ଘରେ ଜହ୍ନମାମୁ ହୋଇଛି'।]