ଜହ୍ନପକ୍ଷ Jahna-paksha

  • ଦେ. ବି. (ସଂ. ଜ୍ୟୋତ୍ସ୍ନା ଓ ପକ୍ଷ) — ଶୁକ୍ଳପକ୍ଷ; ଅମାବାସ୍ୟା ପରଦିନଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 15 ଦିନ — ଶୁକ୍ଳପକ୍ଷ; ଅମାବାସ୍ୟା ପରଦିନଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ15ଦିନ— The bright fortnight of the lunar month