ଜଳ୍ପନା କଳ୍ପନା Jaḻpanā kaḻpanā
- ସଂ. ବି. (ସହଚର ଶବ୍ଦ) — କୌଣସି କାର୍ଯ୍ୟ କରିବା ନିମନ୍ତେ ମୁହଁରେ ପ୍ରକାଶ କରିବା ଓ ମନରେ କଳ୍ପନା ବା ଚିନ୍ତା କରିବା — Talking and contemplation of matter
- ସଂ. ବି. (ସହଚର ଶବ୍ଦ) — [ଦ୍ର—ଅଭିହିତ ଓ ବାକ୍ୟରେ ପ୍ରକାଶିତ କୌଣସି ବିଷୟ କାର୍ଯ୍ୟତଃ 'ଉକ୍ତ ବିଷୟଟି କେବଳ କଳ୍ପନା କଳ୍ପନାରେ ଶେଷ ହେଲା' ବୋଲା ଯାଇ ଥାଏ।
- ସଂ. ବି. (ସହଚର ଶବ୍ଦ) — ଏ ଶବ୍ଦର ସାଧାରଣ ବ୍ଯବହାର କଳ୍ପନା—ଜଳ୍ପନା। କାରଣ, ସବୁ କାର୍ଯ୍ୟକୁ ପ୍ରଥମେ ମନ ମଧ୍ୟରେ କଳ୍ପନା କରାଯାଏ ଓ ପରେ ତାହା ମୁଖରେ ପ୍ରକାଶ କରା ଯାଇ ଥାଏ ଓ ସର୍ବ ଶେଷରେ ତାହା କାର୍ଯ୍ୟରେ ପରିଣତ କରା ଯାଇ ଥାଏ।]