ଜଳାର୍ଣ୍ଣବ Jaḻārṇṇaba

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅର୍ଣ୍ଣବ) — ସମୁଦ୍ର — The sea
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅର୍ଣ୍ଣବ) — ବର୍ଷାକାଳ — The rainy season
  • ଦେ. ବି — (ବର୍ଷା ବା ବଢ଼ି ଯୋଗୁଁ ସମୁଦ୍ର ପରି) ସବୁ ଆଡ଼େ ପାଣି ଘୋଟିଯିବା ଅବସ୍ଥା — 2. Water pervading the whole country; the state of a country being flooded with water
  • ବିଣ. — ପାଣିରେ ଛଇଲାଟ; ଜଳମୟ — (a country) With water spreading through the length and breadth (of it)