ଜଳାଞ୍ଜଳି Jaḻān̄jaḻi
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଞ୍ଜଳି) — ପାଣିର ଆଞ୍ଜୁଳା; ଅଞ୍ଜଳିପରିମିତ ଜଳ — A foldful of water; as much water as can be contained in the cupped palms of both the hands
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଞ୍ଜଳି) — ଜଳତର୍ପଣ ସମୟରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଅର୍ପିତ ଜଳ — Libations of handfuls of water offered to the manes
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଞ୍ଜଳି) — ଶବଦାହ ପରେ ମୃତ ବ୍ଯକ୍ତିର ପ୍ରେତ ଉଦ୍ଦେଶ୍ୟରେ ଦିଆଯିବା ପାଣିର ଆଞ୍ଜୁଳା — Handful of water offered to the departed soul of a person during his obsequal rites
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଞ୍ଜଳି) — (ଲକ୍ଷଣାର୍ଥ) (ଯେଉଁ ମୃତବ୍ଯକ୍ତି ଉଦ୍ଦେଶ୍ୟରେ ଜଳାଞ୍ଜଳି ଦିଆଯାଏ ତା ସଙ୍ଗେ ଜଳାଞ୍ଜଳିଦାତା ସଂବଦ୍ଧ ତ୍ୟାଗ କରି ଥିବା ଦୃଷ୍ଟିରେ) କୌଣସି ବିଷୟ ସଙ୍ଗେ ସମ୍ବନ୍ଧ ତ୍ୟାଗ — Cutting off all connection with any thing
- ସଂ. ବି. ( 6 ଷ୍ଠୀ ତତ୍; ଜଳ+ଅଞ୍ଜଳି) — (ଯଥା—ସେ ଟୋକାଟା ପଢ଼ାପଢ଼ିକୁ ଜଳାଞ୍ଜଳି ଦେଲାଣି।)