ଜଳାଗବାକ୍ଷ Jaḻā-gabāksha

  • ଦେ. ବି. (ସଂ. ଜାଳ+ଗବାକ୍ଷ) — ଜଳାକବାଟ (ଦେଖ) — Jaḻā-kabāṭa (See)
  • ଦେ. ବି. (ସଂ. ଜାଳ+ଗବାକ୍ଷ) — କୂଳବଧୂମାନେ ଜଳାଗବାକ୍ଷରେ ଚାହିଁ। ଶିଶୁଶଙ୍କର ଉଷାଅଭିଳାଷ।