ଜଳାକବାଟି Jaḻā-kabāṭi

  • ଦେ. ବି. (ସଂ. ଜାଳକବାଟିକା) — ଜଳାକବାଟ (ଦେଖ) — Jaḻā-kabāṭa (See)
  • ଦେ. ବି. (ସଂ. ଜାଳକବାଟିକା) — ତା ଦେଖି ବାହୁଡ଼ିଲି ମୁହିଁ ଜଳାକବାଟିବାଟେ ଚାହିଁ। ଜଗନ୍ନାଥ, ଭାଗବତ।