ଜଳଯାତ୍ରା Jaḻa-j̄ātrā

  • ସଂ. ବି. (ଜଳ+ଯାତ୍ରା) — ( 7 ମୀ ତତ୍;) ଜଳପଥରେ ଗମନ — (7ମୀ ତତ୍;) ଜଳପଥରେ ଗମନ—. A voyage
  • ସଂ. ବି. (ଜଳ+ଯାତ୍ରା) — ( 4 ର୍ଥୀ ତତ୍) ଜଳ ଆଣିବା ପାଇଁ ଯିବା — (4ର୍ଥୀ ତତ୍) ଜଳ ଆଣିବା ପାଇଁ ଯିବା— . Going to fetch water
  • ସଂ. ବି. (ଜଳ+ଯାତ୍ରା) — ଅଭିଶେକ ଆଦି ପାଇଁ ତୀର୍ଥରୁ ପବିତ୍ର ଜଳ ଆଣିବା ପାଇଁ ଗମନ — Starting for bringing water from certain sacred centres for the purpose of installation-bath
  • ସଂ. ବି. (ଜଳ+ଯାତ୍ରା) — ବୈଷ୍ଣବମାନଙ୍କର ଜୈଷ୍ଠ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ଉତ୍ସବ — A festival observed amongst the Ba̲i̱shṇabas on the full-moon of Jya̲i̱sṭha
  • ସଂ. ବି. (ଜଳ+ଯାତ୍ରା) — [ଦ୍ର—ଏଦିନ ବିଷ୍ଣୁ ମୂର୍ତ୍ତିଙ୍କୁ ଶୀତଳ ଜଳରେ ସ୍ନାନ କରା— ଯାଏ।]
  • ସଂ. ବି. (ଜଳ+ଯାତ୍ରା) — ଦେବଉତ୍ଥାପନ (କାର୍ତ୍ତିକ ଶୁକ୍ଳ) ଏକାଦଶୀର ପରବର୍ତ୍ତୀ ଚତୁର୍ଦ୍ଦଶୀ ଦିନ ରାଜପୁତାନାରେ ଅନୁଷ୍ଠିତ ଉତ୍ସବବିଶେଷ — A festival observed in Rājaputānā on the 14th day of Kārtika (light half)
  • ସଂ. ବି. (ଜଳ+ଯାତ୍ରା) — [ଦ୍ର—ଏଦିନ ଉଦୟପୁରର ରାଣା ସରଦାରମାନଙ୍କ ସହିତ ଖୁବ୍ ସମାରୋହରେ କୌଣସି ହ୍ରଦ ନିକଟକୁ ଯାଇ ସେଠାରେ ଜଳଦେବତାଙ୍କ ପୂଜା କରନ୍ତି। ହି. ଶବ୍ଦସାଗର]