ଜଳବାୟୁ ପରିବର୍ତ୍ତନ Jaḻabāyu paribarttana

  • ସଂ. ବି. (ଆଧୁନିକ ବ୍ଯବହାର) — ଏକ ସ୍ଥାନର ଜଳବାୟୁ ଦ୍ୱାରା ଶରୀରର ସ୍ୱାସ୍ଥ୍ୟ ନଷ୍ଟ ହେଲେ ସ୍ୱାସ୍ଥ୍ୟପରିବର୍ତ୍ତନ ପାଇଁ ଉକ୍ତ ସ୍ଥାନରୁ ଅନ୍ଯ ସ୍ଥାନକୁ ବାସପରିବର୍ତ୍ତନ — Change of climate; change of residence for the improvement of one's health