ଜଳଫିମ୍ପି Jaḻa-phimpi

  • ଦେ. ବି — ଦଳଫିମ୍ପି; ଡାହୁକଜାତୀୟ କୂଳେଚର ବର୍ଗର 15।16 ଆଙ୍ଗୁଳି ଦୀର୍ଘ ଓ ଡେଙ୍ଗା ଗୋଡ଼ ଥିବା ପକ୍ଷିବିଶେଷ; ଜଳକୁକ୍କୁଟ — ଦଳଫିମ୍ପି; ଡାହୁକଜାତୀୟ କୂଳେଚର ବର୍ଗର1516ଆଙ୍ଗୁଳି ଦୀର୍ଘ ଓ ଡେଙ୍ଗା ଗୋଡ଼ ଥିବା ପକ୍ଷିବିଶେଷ; ଜଳକୁକ୍କୁଟ— A small bird living near water; The Jecana or Sora; Mitopidus Indicus (with long spreading toes); the Pheasant j̄acana; Hydrophasianus Chirurgus; the Surgeon bird
  • ଦେ. ବି — [ଦ୍ର—ଏମାନେ ପୋଖରୀର ପାଣିକୂଳରେ ଥାଆନ୍ତି ଓ ଦଳ ଉପରେ ଡେଙ୍ଗା ଗୋଡ଼ରେ ଦଉଡ଼ି ପାରନ୍ତି। ଗୋଡ଼ର ଚତରା ପାଦରେ ଲମ୍ବ 4 ଗୋଟି ନଖ। ଏମାନେ ପିଁ ପିଁ ଶବ୍ଦ କରନ୍ତି; ମୁଣ୍ଡ ଓ ପିଠି କଳା ଓ ଛାତି ଓ ପେଟ ଧଳା; ଥଣ୍ଟ ଲମ୍ବ ଓ ଥଣ୍ଟର ଅଗ ବଙ୍କା; ଡେଣା ଛୋଟ, ଲାଞ୍ଜ ଛୋଟ ଓ ଖଇରା] — [ଦ୍ର—ଏମାନେ ପୋଖରୀର ପାଣିକୂଳରେ ଥାଆନ୍ତି ଓ ଦଳ ଉପରେ ଡେଙ୍ଗା ଗୋଡ଼ରେ ଦଉଡ଼ି ପାରନ୍ତି ଗୋଡ଼ର ଚତରା ପାଦରେ ଲମ୍ବ4ଗୋଟି ନଖ ଏମାନେ ପିଁ ପିଁ ଶବ୍ଦ କରନ୍ତି; ମୁଣ୍ଡ ଓ ପିଠି କଳା ଓ ଛାତି ଓ ପେଟ ଧଳା; ଥଣ୍ଟ ଲମ୍ବ ଓ ଥଣ୍ଟର ଅଗ ବଙ୍କା; ଡେଣା ଛୋଟ, ଲାଞ୍ଜ ଛୋଟ ଓ ଖଇରା]