ଜଳପ୍ଳାବନ Jaḻa-pḻābana

  • ସଂ. ବି. ( 3 ୟା ତତ୍; ଜଳ+ପ୍ଳାବନ) — ବନ୍ୟା; ବଢ଼ି — Inundation; flood
  • ସଂ. ବି. ( 3 ୟା ତତ୍; ଜଳ+ପ୍ଳାବନ) — ଜଳ ମାଡ଼ି ଦେଶ ବୁଡ଼ିଯିବା — Deluge