ଜଳପ୍ରିୟ Jaḻa-priya

  • ସଂ. ବିଣ. (ବହୁବ୍ରୀହି; ଜଳ+ପ୍ରିୟ) — ଯେ ଜଳକୁ ସୁଖପାଏ — Fond of water
  • ବି — ଚାତକ ପକ୍ଷୀ — A species of swallow
  • ବି — ମତ୍ସ୍ୟ — Fish