ଜଳପ୍ରପାତ Jaḻa-prapāta

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ପ୍ରପାତ) — ଉଚ୍ଚସ୍ଥାନରୁ ଜଳର ପତନ — Falling down of water from a high place
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ପ୍ରପାତ) — ପର୍ବତ ଉପରୁ ଗଡ଼ୁଥିବା ଝରଣା — Waterfall; a cascade