ଜଳପାତ୍ର Jaḻa-pātra

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ପାତ୍ର) — ପାଣି ରଖିବା ପାତ୍ର — Water-vessel
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+ପାତ୍ର) — ଯେଉଁ ପାତ୍ରରୁ ପାଣି ପିଆଯାଏ — Drinking vessel