ଜଳନ୍ତା Jaḻantā
- ଦେ. ବି. (ସଂ. ଜ୍ୱଳତ୍) — ଜଳୁଥିବା — Burning
- ଦେ. ବି. (ସଂ. ଜ୍ୱଳତ୍) — ଜଳନ୍ତା ଅଗ୍ନିପରି ତେଜରେ ପ୍ରଦୀପିତ। କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. ବି. (ସଂ. ଜ୍ୱଳତ୍) — ଯହିଁରେ ଜଳିଲା ନିଆଁ ଥାଏ — Having fire burning in it; containing blazing fire
- ଦେ. ବି. (ସଂ. ଜ୍ୱଳତ୍) — (ଯଥା—ଜଳନ୍ତା ଚୁଲି।)