ଜଳଧାରା Jaḻa-dhārā
- ସଂ. ବି.—( 6 ଷ୍ଠୀ ତତ୍; ଜଳ+ଧାରା) — ଜଳର ପ୍ରବାହ — Current or stream of water
- ସଂ. ବି.—( 6 ଷ୍ଠୀ ତତ୍; ଜଳ+ଧାରା) — ଅବିରାମ ଭାବରେ ତଳକୁ ପଡ଼ୁ ଥିବା ପାଣିର ଧାର — Continuous dropping of water
- ସଂ. ବି.—( 6 ଷ୍ଠୀ ତତ୍; ଜଳ+ଧାରା) — ବୃଷ୍ଟିଧାରା; ଅସରା — A shower of rain
- ସଂ. ବି.—( 6 ଷ୍ଠୀ ତତ୍; ଜଳ+ଧାରା) — ଏକପ୍ରକାର ତପସ୍ୟା, ଯହିଁରେ ତପସ୍ୟା କରିବା ଲୋକ ଉପରେ ଅନ୍ୟଲୋକମାନେ ଅବିରତ ପାଣିର ଧାରା ଢାଳୁ ଥାଆନ୍ତି (ହି. ଶବ୍ଦସାଗର) — A kind of penance in which water is constantly poured over the practiser