ଜଳଦଗମ୍ଭୀର Jaḻada-gambhīra

  • ସଂ. ବି. (ଉପମିତ କର୍ମଧା; ଜଳଦ+ଗମ୍ଭୀର) — ମେଘଗର୍ଜନ ପରି ଗମ୍ଭୀର (ଯଥା; ସ୍ୱର, ଶଦ୍ଦ) — Deep and grave (rumbling); like the rumbling of clouds (voice, sound)