ଜଳତ୍ରାସ Jaḻa-trāsa

  • ସଂ. ବି. ( 5 ମୀ ତତ୍; ଜଳ+ତ୍ରାସ) — ପାଣି ଦେଖିଲେ ଡରିବା — Terror at the sight of water
  • ସଂ. ବି. ( 5 ମୀ ତତ୍; ଜଳ+ତ୍ରାସ) — ଜଳାତଙ୍କ ରୋଗ — Hydrophobia
  • ସଂ. ବି. ( 5 ମୀ ତତ୍; ଜଳ+ତ୍ରାସ) — [ଦ୍ର—ଏ ରୋଗଗ୍ରସ୍ତ ପ୍ରାଣୀ ପାଣି ଦେଖିଲେ ଡରେ।]