ଜଳଜଳିଆ Jaḻajaḻiā
- ଦେ. ବିଣ. ପୁଂ — ଜଳକା (ଦେଖ) — Jaḻakā (See)
- ଦେ. ବିଣ. ପୁଂ — ଯେଉଁ ହାଣ୍ଡିରେ ଛିଦ୍ର ଥାଏ — Having holes (said of an earthen pot)
- ଦେ. ବିଣ. ପୁଂ — ପାଣ୍ଡୁ, ଶୋଥ, ଜର ଆଦି ଯୋଗୁଁ ଫୁଲୁକା ଦିଶୁଥିବା (ଆଖି, ମୁହଁ, ଗାଲ) — (eyes, face, cheeks) Swollen through fever or dropsy