ଜଳଜଳା ମାଣିକୀ Jaḻajaḻā māṇīkī

  • ଗ୍ରା. ବି. ସ୍ତ୍ରୀ (ଗାଳି) — ନିର୍ଲ୍ଲଜା ସ୍ତ୍ରୀ — Shameless woman
  • ଗ୍ରା. ବି. ସ୍ତ୍ରୀ (ଗାଳି) — ଓଲମୀ ସ୍ତ୍ରୀ — An idiotic woman
  • ଗ୍ରା. ବି. ସ୍ତ୍ରୀ (ଗାଳି) — ଜଳଜଳା ମାଣିକୀ! ଜଳଜଳ କରି ଅନେଇଥାଏ ନଇବଢ଼ି ପାଣିକି—ଢଗ।