ଜଳକେତୁ Jaḻa-ketu
- ସଂ. ବି. — ପଶ୍ଚିମାକାଶରେ ଦେଖାଯିବା ଏକପ୍ରକାର ପୁଚ୍ଛ— ଯୁକ୍ତ ତାରକା — A comet rising in the western sky
- ସଂ. ବି. — [ଦ୍ର—ଏହାର ଶିଖା ପଶ୍ଚିମ ଆଡ଼କୁ ଥାଏ ଓ ମୂଳ ମୋଟ; ଏହା ଦେଖିବାକୁ ସ୍ୱଚ୍ଛ; ଫଳିତ ଜ୍ୟୋତିଷ ମତରେ ଏହା ଉଦୟ ହେଲେ ଦେଶରେ 9 ମାସ ପର୍ଯ୍ୟନ୍ତ ସୁଭିକ୍ଷ ହୁଏ। ହି. ଶବ୍ଦସାଗର।] — [ଦ୍ର—ଏହାର ଶିଖା ପଶ୍ଚିମ ଆଡ଼କୁ ଥାଏ ଓ ମୂଳ ମୋଟ; ଏହା ଦେଖିବାକୁ ସ୍ୱଚ୍ଛ; ଫଳିତ ଜ୍ୟୋତିଷ ମତରେ ଏହା ଉଦୟ ହେଲେ ଦେଶରେ9ମାସ ପର୍ଯ୍ୟନ୍ତ ସୁଭିକ୍ଷ ହୁଏ ହି. ଶବ୍ଦସାଗର]