ଜଳକଷ୍ଟ Jaḻa-kashṭa

  • ସଂ. ବି (ମ. ପ. ଲୋ; ଜଳ+କଷ୍ଟ) — ପ୍ରୟୋଜନୀୟ ଜଳ ନ ମିଳିବାରୁ ଲୋକମାନେ ଯେଉଁ ଦୁଃଖ ଭୋଗ କରନ୍ତି — Water-famine; scarcity of water