ଜଳକରଙ୍କ Jaḻa-karaṅka

  • ସଂ. ବି ( 6 ଷ୍ଠୀ ତତ୍; ଜଳ+କରଙ୍କ) — ପଦ୍ମ — Lotus
  • ସଂ. ବି ( 6 ଷ୍ଠୀ ତତ୍; ଜଳ+କରଙ୍କ) — ଶଙ୍ଖ — Conch
  • ସଂ. ବି ( 6 ଷ୍ଠୀ ତତ୍; ଜଳ+କରଙ୍କ) — ମେଘ — Cloud
  • ସଂ. ବି ( 6 ଷ୍ଠୀ ତତ୍; ଜଳ+କରଙ୍କ) — ନଡ଼ିଆ — Cocoanut