ଜଳକଣ୍ଟକ Jaḻa-kaṇṭaka

  • ସଂ. ବି. ( 6 ଷ୍ଠୀ ତତ୍; ଜଳ+କଣ୍ଟକ) — ସିଘଂଡ଼ା — The water-chestnut
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+କଣ୍ଟକ) — କୁମ୍ଭୀର — Crocodile; alligator
  • ସଂ. ବି. ( 6 ଷ୍ଠୀ ତତ୍; ଜଳ+କଣ୍ଟକ) — କୁମ୍ଭୀ (ହି. ଶବ୍ଦସାଗର) — An aquatic plant